/odisha-reporter/media/post_attachments/uploads/2019/08/papu-5.jpg)
papu
ପପୁ ତରତର ହୋଇ ସ୍କୁଲ୍ ଗଲା। ଆଜି ତାର ଟିକେ ଲେଟ୍ ହେଇଯାଇଛି। ଆଜି ପୁଣି ଜିକେ କ୍ଲାସ୍ ଅଛି। ଲେଟ୍ରେ ଗଲେ ତାକୁ ହିଁ ଗୋଲି ସାର୍ ସବୁ ପ୍ରଶ୍ନ ପଚାରିବେ। ପପୁ ଯାହା ଚିନ୍ତା କରିଥିଲା ସେୟା ହିଁ ହେଲା। ସ୍କୁଲ୍ରେ ପହଞ୍ଚୁ ପହଞ୍ଚୁ ଗୋଲି ସାର୍ କ୍ଲାସ୍ ଆରମ୍ଭ କରି ସାରିଥିଲେ। ପପୁ ଡରି ଡରି କ୍ଲାସ୍ରେ ବସିଲା। ଆଉ ଗୋଲି ସାର୍ ପପୁକୁ ହିଁ ଆଗ ପ୍ରଶ୍ନ କଲେ।
Advertisment
ଗୋଲି ସାର୍: ପପୁ ଯାହା କହିଥିଲି ସବୁ ପଢ଼ିକି ଆସିଛୁ।
ପପୁ: ହଁ ସାର୍, ସବୁ ପଢ଼ିଛି।
ଗୋଲି ସାର୍: ଆଚ୍ଛା କହିଲୁ ଝିଟିପିଟି କାହିଁକି କାନ୍ଥରେ ଚାଲେ ?
ପପୁ: ଆମେ ତ ଭୂଇଁରେ ଚାଲୁଛୁ। କାଇଁ ଝିଟିପିଟି ତ ଦିନେ ପଚାରୁନି ତମେ ସବୁକାଇଁ ଭୂଇଁରେ ଚାଲୁଛ ? ସାର୍ ଆପଣ କାହିଁକି ଆମକୁ ତା’ ବିଷୟରେ ପଚାରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
