Advertisment

ମାଗି ଦୋକାନରେ ପପୁ

ପପୁ : ଗୋଟିଏ ପ୍ୟାକେଟ୍‌ ମାଗି ଦେବେ କି ? ଦୋକାନୀ : ପୁଅ ୨ ମିନିଟ୍‌ ରୁହ ଦେଉଛି। ପପୁ : ମୋତେ ପ୍ୟାକେଟ୍‌ରେ ଥିବା ମାଗି ଦରକାର। ଦୁଇ ମିନିଟ୍‌ରେ ତିଆରି ହୋଇଥିବା ମାଗି ନୁହେଁ।

author-image
Puspanjali Panda
ମାଗି ଦୋକାନରେ ପପୁ

maffi

ପପୁ : ଗୋଟିଏ ପ୍ୟାକେଟ୍‌ ମାଗି ଦେବେ କି ?

ଦୋକାନୀ : ପୁଅ ୨ ମିନିଟ୍‌ ରୁହ ଦେଉଛି।

ପପୁ : ମୋତେ ପ୍ୟାକେଟ୍‌ରେ ଥିବା ମାଗି ଦରକାର। ଦୁଇ ମିନିଟ୍‌ରେ ତିଆରି ହୋଇଥିବା ମାଗି ନୁହେଁ।

Advertisment