ମାଗି ଦୋକାନରେ ପପୁ

ପପୁ : ଗୋଟିଏ ପ୍ୟାକେଟ୍‌ ମାଗି ଦେବେ କି ?

ଦୋକାନୀ : ପୁଅ ୨ ମିନିଟ୍‌ ରୁହ ଦେଉଛି।

ପପୁ : ମୋତେ ପ୍ୟାକେଟ୍‌ରେ ଥିବା ମାଗି ଦରକାର। ଦୁଇ ମିନିଟ୍‌ରେ ତିଆରି ହୋଇଥିବା ମାଗି ନୁହେଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।