Advertisment

ମଉସା ମୋ ବାପାଙ୍କୁ ଜାଣିଛନ୍ତି ?

ପପୁ : ମଉସା ଆପଣ ମୋତେ ଜାଣିଛନ୍ତି ? ଦୋକାନୀ : ନା ପୁଅ… ପପୁ : ଆଉ ମୋ ବାପାଙ୍କୁ ଜାଣିଛନ୍ତି ? ଦୋକାନୀ : ନା ପୁଅ ଜାଣିନି… ପପୁ : ତା‘ହେଲେ ଏ ନିଅ ୧୦ ଟଙ୍କା ଆଉ ମୋତେ ଗୋଟିଏ ସିଗାରେଟ୍‌ ଦିଅ…

author-image
Puspanjali Panda
ମଉସା ମୋ ବାପାଙ୍କୁ ଜାଣିଛନ୍ତି ?

joke

ପପୁ : ମଉସା ଆପଣ ମୋତେ ଜାଣିଛନ୍ତି ?

ଦୋକାନୀ : ନା ପୁଅ…

ପପୁ : ଆଉ ମୋ ବାପାଙ୍କୁ ଜାଣିଛନ୍ତି ?

ଦୋକାନୀ : ନା ପୁଅ ଜାଣିନି…

ପପୁ : ତା‘ହେଲେ ଏ ନିଅ ୧୦ ଟଙ୍କା ଆଉ ମୋତେ ଗୋଟିଏ ସିଗାରେଟ୍‌ ଦିଅ...