Advertisment

ବେହୋସ୍‌ ହେଲେ ପପୁର ବସ୍‌ !

ପପୁ : ସାର୍‌ ପାର୍ଟିରେ ମାଡାମ୍‌ ଦେଖାଯାଉନାହାନ୍ତି ଯେ, ତାଙ୍କୁ ଆଣିନାହାନ୍ତି କି ? ବସ୍‌ : ନା ମୁଁ ତାକୁ ପାର୍ଟିରୁ ଆଣେ ନାହିଁ। ପପୁ : କାହିଁକି ସାର୍‌ ? ବସ୍‌ : ସେ ଗାଁର ନା ସେଥିପାଇଁ। ପପୁ : କ୍ଷମା କରିବେ ସାର୍ ମୋତେ ଲାଗୁଥିବା ସେ କେବଳ ଆପଣଙ୍କର ବୋଲି… ପପୁ କଥା ବେହୋସ୍‌ ହୋଇଗଲେ ବସ୍‌ !!!

ବେହୋସ୍‌ ହେଲେ ପପୁର ବସ୍‌ !

bodss

Advertisment

ପପୁ : ସାର୍‌ ପାର୍ଟିରେ ମାଡାମ୍‌ ଦେଖାଯାଉନାହାନ୍ତି ଯେ, ତାଙ୍କୁ ଆଣିନାହାନ୍ତି କି ?

Advertisment

ବସ୍‌ : ନା ମୁଁ ତାକୁ ପାର୍ଟିରୁ ଆଣେ ନାହିଁ।

ପପୁ : କାହିଁକି ସାର୍‌ ?

ବସ୍‌ : ସେ ଗାଁର ନା ସେଥିପାଇଁ।

ପପୁ : କ୍ଷମା କରିବେ ସାର୍ ମୋତେ ଲାଗୁଥିବା ସେ କେବଳ ଆପଣଙ୍କର ବୋଲି...

ପପୁ କଥା ବେହୋସ୍‌ ହୋଇଗଲେ ବସ୍‌ !!!

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe