ମିଠା ଡ଼ବାରୁ ବାହାରିଲା ଗୁଲୁର ଛୁଆ

ପପୁ ଓ ପ୍ରୀତିର ପୁଅ ଗୁଲୁ।  ଖୁବ୍‌ ଦୁଷ୍ଟ । ବାହାରୁ ସବୁ ପୋକଜୋକ ମାରି ଘରେ ଆଣି ପକାଏ। ତାକୁ ସମ୍ଭାଳିବା ପାଇଁ ପ୍ରୀତିକୁ ବହୁତ କଷ୍ଟ କରିବାକୁ ପଡ଼େ।  ଦୁଷ୍ଟ ଗୁଲୁ ଦିନେ ପ୍ରୀତିକୁ ପଚାରିଲା ମା’ ମୁଁ କେମିତି ଜନ୍ମ ହେଲି। ଦୁଷ୍ଟ ଗୁଲୁକୁ ବୁଝାଇବା ପାଇଁ ପ୍ରୀତି କ’ଣ କହିଲା ପଢ଼ନ୍ତୁ। ପ୍ରୀତି: ମୁଁ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଥିଲି। କିଛି ଦିନ ପରେ ତା’ ଭିତରୁ ତୁ […]

papu

papu

Puspanjali Panda
  • Published: Monday, 09 September 2019
  • Updated: 09 September 2019, 01:16 PM IST

Sports

Latest News

ପପୁ ଓ ପ୍ରୀତିର ପୁଅ ଗୁଲୁ।  ଖୁବ୍‌ ଦୁଷ୍ଟ । ବାହାରୁ ସବୁ ପୋକଜୋକ ମାରି ଘରେ ଆଣି ପକାଏ। ତାକୁ ସମ୍ଭାଳିବା ପାଇଁ ପ୍ରୀତିକୁ ବହୁତ କଷ୍ଟ କରିବାକୁ ପଡ଼େ।  ଦୁଷ୍ଟ ଗୁଲୁ ଦିନେ ପ୍ରୀତିକୁ ପଚାରିଲା ମା’ ମୁଁ କେମିତି ଜନ୍ମ ହେଲି। ଦୁଷ୍ଟ ଗୁଲୁକୁ ବୁଝାଇବା ପାଇଁ ପ୍ରୀତି କ’ଣ କହିଲା ପଢ଼ନ୍ତୁ।

ପ୍ରୀତି: ମୁଁ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଥିଲି। କିଛି ଦିନ ପରେ ତା’ ଭିତରୁ ତୁ ବାହାରିଲୁ।

ପ୍ରୀତିର କଥା ଶୁଣି ଗୁଲୁ ବି ଠିକ୍‌ ସେହିପରି କଲା।

ସେ ଗୋଟେ ଡବାରେ ମିଠା ଭର୍ତ୍ତି କରି ରଖିଦେଲା। କିଛି ଦିନ ପରେ ସେହି ଡ଼ବା ଖୋଲି ଦେଖିଲା, ସେଥିରେ ଗୋଟେ ଅସରପା ଅଛି।

ଅସରପାକୁ ଦେଖି ଗୁଲୁ ରାଗିଗଲା ଆଉ କହିଲା : ଇଚ୍ଛା ତ ହେଉଛି ତତେ ଚପଲରେ ମାରିବି.. କିନ୍ତୁ କ’ଣ କରିବି ?? ତୁ ମୋ ଛୁଆ ବୋଲି ଛାଡ଼ି ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos