ପପୁର ଗର୍ଲଫ୍ରେଣ୍ଡ୍‌ ହେବ ମା’

ଦିନେ ପପୁର ଗର୍ଲଫ୍ରେଣ୍ଡ ତାକୁ ଫୋନ୍‌ କଲା। ଶୀଘ୍ର ଆସ ତମକୁ ଏକ ଖୁସି ଖବର ଦେବାର ଅଛି। ତରତର ହୋଇ ପପୁ ତା ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ବାହାରିଗଲା। ଗୋଟିଏ ପାର୍କରେ ଦୁହେଁ ଦେଖା ହେଲେ। ତା’ପରେ କଣ ହେଲା ପଢ଼ନ୍ତୁ…

ଗର୍ଲଫ୍ରେଣ୍ଡ: ମୋତେ ତୁମକୁ କିଛି କହିବାର ଅଛି।

ପପୁ: ହଁ କୁହ।

ଗର୍ଲଫ୍ରେଣ୍ଡ: ମୁଁ ବୁଝି ପାରୁନି କେମିତି କହିବି ?

ପପୁ: ପ୍ଲିଜ୍‌ କହିଦିଅ।

ଗର୍ଲଫ୍ରେଣ୍ଡ: ମୁଁ ମା’ ହେବାକୁ ଯାଉଛି।

ପପୁ: ଏ କେମିତି ସମ୍ଭବ ହେଲା? ଆମେ ତ କିଛି ବି କରିନେ।

ଗର୍ଲଫ୍ରେଣ୍ଡ: ଚୁପ୍‌ କର ଇଡିଅଟ୍‌…ମୁଁ ତୁମ ମା’ ହେବାକୁ ଯାଉଛି। ତୁମ ବାପା ମୋତେ ପ୍ରପୋଜ୍‌ କରିଛନ୍ତି।