Advertisment

ପପୁର ଗର୍ଲଫ୍ରେଣ୍ଡ୍‌ ହେବ ମା’

ଦିନେ ପପୁର ଗର୍ଲଫ୍ରେଣ୍ଡ ତାକୁ ଫୋନ୍‌ କଲା। ଶୀଘ୍ର ଆସ ତମକୁ ଏକ ଖୁସି ଖବର ଦେବାର ଅଛି। ତରତର ହୋଇ ପପୁ ତା ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ବାହାରିଗଲା। ଗୋଟିଏ ପାର୍କରେ ଦୁହେଁ ଦେଖା ହେଲେ। ତା’ପରେ କଣ ହେଲା ପଢ଼ନ୍ତୁ… ଗର୍ଲଫ୍ରେଣ୍ଡ: ମୋତେ ତୁମକୁ କିଛି କହିବାର ଅଛି। ପପୁ: ହଁ କୁହ। ଗର୍ଲଫ୍ରେଣ୍ଡ: ମୁଁ ବୁଝି ପାରୁନି କେମିତି କହିବି ? ପପୁ: ପ୍ଲିଜ୍‌ କହିଦିଅ। ଗର୍ଲଫ୍ରେଣ୍ଡ: ମୁଁ ମା’ ହେବାକୁ […]

ଅଦ୍ୟତନ ହୋଇଛି
ଜଲଦି ଉଠ, ପାଞ୍ଚଟା ବାଜିଲାଣି !

papu45

Advertisment

ଦିନେ ପପୁର ଗର୍ଲଫ୍ରେଣ୍ଡ ତାକୁ ଫୋନ୍‌ କଲା। ଶୀଘ୍ର ଆସ ତମକୁ ଏକ ଖୁସି ଖବର ଦେବାର ଅଛି। ତରତର ହୋଇ ପପୁ ତା ଗର୍ଲଫ୍ରେଣ୍ଡକୁ ଦେଖା କରିବା ପାଇଁ ବାହାରିଗଲା। ଗୋଟିଏ ପାର୍କରେ ଦୁହେଁ ଦେଖା ହେଲେ। ତା’ପରେ କଣ ହେଲା ପଢ଼ନ୍ତୁ...

Advertisment

ଗର୍ଲଫ୍ରେଣ୍ଡ: ମୋତେ ତୁମକୁ କିଛି କହିବାର ଅଛି।

ପପୁ: ହଁ କୁହ।

ଗର୍ଲଫ୍ରେଣ୍ଡ: ମୁଁ ବୁଝି ପାରୁନି କେମିତି କହିବି ?

ପପୁ: ପ୍ଲିଜ୍‌ କହିଦିଅ।

ଗର୍ଲଫ୍ରେଣ୍ଡ: ମୁଁ ମା’ ହେବାକୁ ଯାଉଛି।

ପପୁ: ଏ କେମିତି ସମ୍ଭବ ହେଲା? ଆମେ ତ କିଛି ବି କରିନେ।

ଗର୍ଲଫ୍ରେଣ୍ଡ: ଚୁପ୍‌ କର ଇଡିଅଟ୍‌...ମୁଁ ତୁମ ମା’ ହେବାକୁ ଯାଉଛି। ତୁମ ବାପା ମୋତେ ପ୍ରପୋଜ୍‌ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe