ବେଶି ଦିନ ବଞ୍ଚିବିନି

ପପୁ- ମତେ ଲାଗୁନି ମୁଁ ଆଉ ବେଶି ଦିନ ବଞ୍ଚିବି।

ପିଙ୍କୁ- କାହିଁକି?

ପପୁ- କାରଣ ମୋ ପାଇଁ କେହି କରବାଚୌଥ୍‌ ବ୍ରତ ରଖିବା ବାଲା ଝିଅ ମିଳୁନାହାନ୍ତି।