/odisha-reporter/media/post_attachments/uploads/2019/08/papu-4.jpg)
papu
ସାର୍- ପପୁ, ତୁମେ ବଡ଼ ହେଲେ କ’ଣ ହେବ?
ପପୁ: ମୁଁ ବଡ଼ ହୋଇ ଚାଟାର୍ଡ ଆକାଉଣ୍ଟାଟ୍ ହେବି। ସବୁ ମହାନଗରରେ ମୋର ବ୍ୟବସାୟ ଚାଲିବ। ସବୁବେଳେ ପ୍ଲେନ୍ରେ ଯାତ୍ରା କରିବି। ଫାଇଭ୍ ଷ୍ଟାର ହୋଟେଲ୍ରେ ରହିବି। ମୋ ଆଖପାଖରେ ୧୦ ଜଣ ସହାୟକ ରହିବେ। ଆଉ ଦାମୀ କାର୍ ଓ ପୁଳା ପୁଳା ଟଙ୍କା ମଧ୍ୟ ଥିବ।
Advertisment
ସାର୍: ଚୁପ୍ କର ପପୁ.. ଏତେ ଲମ୍ୱା ଚଉଡ଼ା ଉତ୍ତର ଦେବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ଲାଇନ୍ରେ ଉତ୍ତର ଦେବୁ।
ସାର୍: ଆଚ୍ଛା ପ୍ରୀତି, ତୁମେ ବଡ଼ ହୋଇ କ’ଣ ହେବ ?
ପ୍ରୀତି: ପପୁର ସ୍ତ୍ରୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
