ସାର୍- ପପୁ, ତୁମେ ବଡ଼ ହେଲେ କ’ଣ ହେବ?
ପପୁ: ମୁଁ ବଡ଼ ହୋଇ ଚାଟାର୍ଡ ଆକାଉଣ୍ଟାଟ୍ ହେବି। ସବୁ ମହାନଗରରେ ମୋର ବ୍ୟବସାୟ ଚାଲିବ। ସବୁବେଳେ ପ୍ଲେନ୍ରେ ଯାତ୍ରା କରିବି। ଫାଇଭ୍ ଷ୍ଟାର ହୋଟେଲ୍ରେ ରହିବି। ମୋ ଆଖପାଖରେ ୧୦ ଜଣ ସହାୟକ ରହିବେ। ଆଉ ଦାମୀ କାର୍ ଓ ପୁଳା ପୁଳା ଟଙ୍କା ମଧ୍ୟ ଥିବ।
ସାର୍: ଚୁପ୍ କର ପପୁ.. ଏତେ ଲମ୍ୱା ଚଉଡ଼ା ଉତ୍ତର ଦେବାର ଆବଶ୍ୟକତା ନାହିଁ। କେବଳ ଗୋଟିଏ ଲାଇନ୍ରେ ଉତ୍ତର ଦେବୁ।
ସାର୍: ଆଚ୍ଛା ପ୍ରୀତି, ତୁମେ ବଡ଼ ହୋଇ କ’ଣ ହେବ ?
ପ୍ରୀତି: ପପୁର ସ୍ତ୍ରୀ।