/odisha-reporter/media/post_attachments/uploads/2019/08/priti.jpg)
priti
ପପୁର ପ୍ୟାଣ୍ଟ୍,ସାର୍ଟ ପ୍ରୀତି ସଫା କରୁଥିଲା। ଏତିକି ବେଳେ ସେ ପପୁର ପ୍ୟାଣ୍ଟରୁ ଗୋଟିଏ କାଗଜ ପାଇଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା। ଝିଅ ପିଲାର ନାଁ ଦେଖି ପ୍ରୀତି ରାଗିଗଲା। ତା’ପରେ କ’ଣ ହେଲା ପଢ଼ନ୍ତୁ।
Advertisment
ସୋଫାରେ ଶୋଇଥିବା ପୁପୁକୁ ପ୍ରୀତି ବେଲଣା ପିଢ଼ା ବାଡ଼ିରେ ପାହାରେ ପିଟିଲା।
ପପୁ: ମାରିଲ କାହିଁକି ?
ପ୍ରୀତି: ତୁମ ପକେଟ୍ରୁ ଗୋଟିଏ କାଗଜ ମିଳିଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା।
ପପୁ: ଆରେ, ଗତ ସପ୍ତାହରେ ରବିବାର ଦିନ ମୁଁ ଘୋଡ଼ା ରେସ୍ କରିବାକୁ ଯାଇଥିଲି। ସେ ରେସ୍ରେ ମୋତେ ଯେଉଁ ଘୋଡ଼ା ମିଳିଥିଲା, ତା ନାଁ ଥିଲା ଜୁଲି।
ପ୍ରୀତି: ହଉ, ମାଡ଼ ମାରିଥିବାରୁ କ୍ଷମା ମାଗିଲି।
ଚାରି ଦିନ ପରେ ପପୁ ଘରକୁ ଆସିବା ସମୟରେ ପ୍ରୀତି ରାଗରେ ପପୁକୁ ପୁଣି ମାରିଲା...
ପପୁ: ଏବେ କାହିଁକି ମାରିଲ?
ପ୍ରୀତି: ଘୋଡ଼ାର ଫୋନ୍ ଆସିଥିଲା...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
