ପପୁର ପ୍ୟାଣ୍ଟ୍,ସାର୍ଟ ପ୍ରୀତି ସଫା କରୁଥିଲା। ଏତିକି ବେଳେ ସେ ପପୁର ପ୍ୟାଣ୍ଟରୁ ଗୋଟିଏ କାଗଜ ପାଇଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା। ଝିଅ ପିଲାର ନାଁ ଦେଖି ପ୍ରୀତି ରାଗିଗଲା। ତା’ପରେ କ’ଣ ହେଲା ପଢ଼ନ୍ତୁ।
ସୋଫାରେ ଶୋଇଥିବା ପୁପୁକୁ ପ୍ରୀତି ବେଲଣା ପିଢ଼ା ବାଡ଼ିରେ ପାହାରେ ପିଟିଲା।
ପପୁ: ମାରିଲ କାହିଁକି ?
ପ୍ରୀତି: ତୁମ ପକେଟ୍ରୁ ଗୋଟିଏ କାଗଜ ମିଳିଲା। ସେଥିରେ ‘ଜୁଲି’ ଲେଖା ହୋଇଥିଲା।
ପପୁ: ଆରେ, ଗତ ସପ୍ତାହରେ ରବିବାର ଦିନ ମୁଁ ଘୋଡ଼ା ରେସ୍ କରିବାକୁ ଯାଇଥିଲି। ସେ ରେସ୍ରେ ମୋତେ ଯେଉଁ ଘୋଡ଼ା ମିଳିଥିଲା, ତା ନାଁ ଥିଲା ଜୁଲି।
ପ୍ରୀତି: ହଉ, ମାଡ଼ ମାରିଥିବାରୁ କ୍ଷମା ମାଗିଲି।
ଚାରି ଦିନ ପରେ ପପୁ ଘରକୁ ଆସିବା ସମୟରେ ପ୍ରୀତି ରାଗରେ ପପୁକୁ ପୁଣି ମାରିଲା...
ପପୁ: ଏବେ କାହିଁକି ମାରିଲ?
ପ୍ରୀତି: ଘୋଡ଼ାର ଫୋନ୍ ଆସିଥିଲା...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।