ଏବେ ଏବେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି। ପପୁ ଚିନ୍ତାରେ ପଡ଼ିଗଲା। ନୂଆ କାର୍ କିଣିଛି। ଟ୍ରାଫିକ୍ ନିୟମ ସବୁକୁ ଟିଭିରେ ଦେଖି ସେ ପ୍ରୀତିକୁ ସତର୍କ କରାଇ ଦେଲା। ଦେଖ ଏସବୁ ମନେରଖ। କାର୍ରେ ବାହାରକୁ ଗଲେ ଫଲୋ କରିବ। ନହେଲେ ଆମକୁ ଜୋରିମାନା ଗଣିବାକୁ ପଡ଼ିବ। ରବିବାର ଦିନ ପପୁ ଓ ପ୍ରୀତି ନୂଆ କାର୍ରେ ବାହାରକୁ ବୁଲିବାକୁ ଗଲେ। ପ୍ରୀତି ମନେ ମନେ ଚିନ୍ତା କଲା, ଯାହା ଦରକାର ମାର୍କେଟ୍ରୁ କିଣି ଦେବ। ପରେ ପୁଣି କେତେବେଳେ ପପୁର ଛୁଟି ମିଳିବ କି ନାହିଁ। ତେବେ ପପୁ ଓ ପ୍ରୀତି କାର୍ରେ ଯିବା ସମୟରେ କ’ଣ ହେଲା ପଢ଼ନ୍ତୁ..
ପପୁ : ସିଟ୍ ବେଲ୍ଟ ବାନ୍ଧ।
ପ୍ରୀତି : ହଉ। ଆଜି ମୋତେ ନୂଆ ଶାଢ଼ୀ କିଣି ଦେବ।
ପପୁ : ଆଜି ମୋ ପାଖରେ ଟଙ୍କା ନାହିଁ। ଚୁପ୍ଚାପ୍ ବସ।
ପ୍ରୀତି : ଆଜି ଶାଢ଼ୀ କିଣି ଦେବ ନା ମୁଁ ସିଟ୍ ବେଲ୍ଟ ଖୋଲିବି ?
ପପୁ : ଠିକ୍ ଅଛି, ଶାଢ଼ୀ କିଣି ଦେଇ ଦେବି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।