Advertisment

ଟ୍ରାଫିକ୍‌ ନିୟମ ଯୋଗୁ ଫସିଗଲା ପପୁ

ଏବେ ଏବେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ପପୁ ଚିନ୍ତାରେ ପଡ଼ିଗଲା। ନୂଆ କାର୍‌ କିଣିଛି। ଟ୍ରାଫିକ୍‌ ନିୟମ ସବୁକୁ ଟିଭିରେ ଦେଖି ସେ ପ୍ରୀତିକୁ ସତର୍କ କରାଇ ଦେଲା। ଦେଖ ଏସବୁ ମନେରଖ। କାର୍‌ରେ ବାହାରକୁ ଗଲେ ଫଲୋ କରିବ। ନହେଲେ ଆମକୁ ଜୋରିମାନା ଗଣିବାକୁ ପଡ଼ିବ। ରବିବାର ଦିନ ପପୁ ଓ ପ୍ରୀତି ନୂଆ କାର୍‌ରେ ବାହାରକୁ ବୁଲିବାକୁ ଗଲେ। ପ୍ରୀତି ମନେ ମନେ ଚିନ୍ତା କଲା, ଯାହା ଦରକାର ମାର୍କେଟ୍‌ରୁ କିଣି […]

ଟ୍ରାଫିକ୍‌ ନିୟମ ଯୋଗୁ ଫସିଗଲା ପପୁ

pppp

Advertisment

ଏବେ ଏବେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହୋଇଛି। ପପୁ ଚିନ୍ତାରେ ପଡ଼ିଗଲା। ନୂଆ କାର୍‌ କିଣିଛି। ଟ୍ରାଫିକ୍‌ ନିୟମ ସବୁକୁ ଟିଭିରେ ଦେଖି ସେ ପ୍ରୀତିକୁ ସତର୍କ କରାଇ ଦେଲା। ଦେଖ ଏସବୁ ମନେରଖ। କାର୍‌ରେ ବାହାରକୁ ଗଲେ ଫଲୋ କରିବ। ନହେଲେ ଆମକୁ ଜୋରିମାନା ଗଣିବାକୁ ପଡ଼ିବ। ରବିବାର ଦିନ ପପୁ ଓ ପ୍ରୀତି ନୂଆ କାର୍‌ରେ ବାହାରକୁ ବୁଲିବାକୁ ଗଲେ। ପ୍ରୀତି ମନେ ମନେ ଚିନ୍ତା କଲା, ଯାହା ଦରକାର ମାର୍କେଟ୍‌ରୁ କିଣି ଦେବ। ପରେ ପୁଣି କେତେବେଳେ ପପୁର ଛୁଟି ମିଳିବ କି ନାହିଁ। ତେବେ ପପୁ ଓ ପ୍ରୀତି କାର୍‌ରେ ଯିବା ସମୟରେ କ’ଣ ହେଲା ପଢ଼ନ୍ତୁ..

Advertisment

ପପୁ : ସିଟ୍‌ ବେଲ୍ଟ ବାନ୍ଧ।

ପ୍ରୀତି : ହଉ।  ଆଜି ମୋତେ ନୂଆ ଶାଢ଼ୀ କିଣି ଦେବ।

ପପୁ : ଆଜି ମୋ ପାଖରେ ଟଙ୍କା ନାହିଁ। ଚୁପ୍‌ଚାପ୍‌ ବସ।

ପ୍ରୀତି : ଆଜି ଶାଢ଼ୀ କିଣି ଦେବ ନା ମୁଁ ସିଟ୍‌ ବେଲ୍ଟ ଖୋଲିବି ?

ପପୁ : ଠିକ୍‌ ଅଛି, ଶାଢ଼ୀ କିଣି ଦେଇ ଦେବି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe