/odisha-reporter/media/post_attachments/uploads/2019/08/raju.jpg)
raju
ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ହେବା ପରେ ଦୁଇ ସାଙ୍ଗ ପପୁ ଓ ରାଜୁ ପରିବା କିଣିବା ପାଇଁ ମାର୍କେଟ୍କୁ ଗଲେ। ଦୁହେଁ ମାର୍କେଟ୍ରେ କେଉଁଆଡ଼େ ବି ପଲିଥିନ୍ ଜରି ଦେଖିବା ପାଇଁ ପାଇଲେ ନାହିଁ। ଯେଉଁ ଦୋକାନୀ ବି ପଲିଥିନ୍ ରଖିଥିଲା ସେ ପୁଲିସ ଭୟରେ ବାହାର କରୁନଥାଏ। ଏହା ଦେଖି ପପୁ ରାଜୁକୁ କହିଲା..
Advertisment
ପପୁ : ସରକାରଙ୍କୁ ମୁଁ ଗୋଟିଏ ଜିନିଷ ପାଇଁ ଧନ୍ୟବାଦ ଦେଉଛି।
ରାଜୁ : କେଉଁ ଜିନିଷ ପାଇଁ ??
ପପୁ : ଭଲ ହେଲା ସରକାର କେବଳ ପ୍ଲାଷ୍ଟିକ୍ ଓ ପଲିଥିନ୍କୁ ବ୍ୟାନ କରିଛନ୍ତି। ଯଦି କାଚ ବୋତଲ ବି ବ୍ୟାନ୍ କରିଥାନ୍ତେ, ତେବେ ମଦ ଆଣିବା ପାଇଁ ଘରୁ ଗିନା, ତାଟିଆ ଧରି ଯିବାକୁ ପଡ଼ିଥାନ୍ତା...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
