ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟାନ୍ ହେବା ପରେ ଦୁଇ ସାଙ୍ଗ ପପୁ ଓ ରାଜୁ ପରିବା କିଣିବା ପାଇଁ ମାର୍କେଟ୍କୁ ଗଲେ। ଦୁହେଁ ମାର୍କେଟ୍ରେ କେଉଁଆଡ଼େ ବି ପଲିଥିନ୍ ଜରି ଦେଖିବା ପାଇଁ ପାଇଲେ ନାହିଁ। ଯେଉଁ ଦୋକାନୀ ବି ପଲିଥିନ୍ ରଖିଥିଲା ସେ ପୁଲିସ ଭୟରେ ବାହାର କରୁନଥାଏ। ଏହା ଦେଖି ପପୁ ରାଜୁକୁ କହିଲା..
ପପୁ : ସରକାରଙ୍କୁ ମୁଁ ଗୋଟିଏ ଜିନିଷ ପାଇଁ ଧନ୍ୟବାଦ ଦେଉଛି।
ରାଜୁ : କେଉଁ ଜିନିଷ ପାଇଁ ??
ପପୁ : ଭଲ ହେଲା ସରକାର କେବଳ ପ୍ଲାଷ୍ଟିକ୍ ଓ ପଲିଥିନ୍କୁ ବ୍ୟାନ କରିଛନ୍ତି। ଯଦି କାଚ ବୋତଲ ବି ବ୍ୟାନ୍ କରିଥାନ୍ତେ, ତେବେ ମଦ ଆଣିବା ପାଇଁ ଘରୁ ଗିନା, ତାଟିଆ ଧରି ଯିବାକୁ ପଡ଼ିଥାନ୍ତା...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।