କାଲି ଗଣେଶ ପୂଜାରେ ପପୁ ଗଣେଶଙ୍କୁ ପୂଜା କରି ବିଦ୍ୟାବୁଦ୍ଧି ଦିଅନ୍ତୁ ବୋଲି ମାଗିଥିଲା, ଯେମିତି ଆଜି ସ୍କୁଲ୍ରେ ସାର୍ ଯାହା ପଚାରିବେ, ସେ ତାର ଉତ୍ତର ଚଟାପଟ୍ ଦେଇ ଦେବ। ସେଥିପାଇଁ ସେ ଆଜି ଆଗ ସ୍କୁଲ୍ରେ ପହଞ୍ଚିଥିଲା। ଠିକ୍ ସମୟରେ କ୍ଲାସ୍ ରୁମ୍କୁ ସାର୍ ଆସିଲେ, ଉପସ୍ଥାନ ପକାଇବା ପରେ ବ୍ୟାକରଣକୁ ନେଇ ପ୍ରଶ୍ନ କଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ..
ସାର୍ : ପପୁ ପୂର୍ବ କ୍ଲାସ୍ରେ ଯାହା ବ୍ୟାକରଣ ପଢ଼ାଇଥିଲି ମନେ ରଖିଛୁ
ପପୁ : ଆଜ୍ଞା ସାର୍
ସାର୍ : ଆଚ୍ଛା କହିଲୁ, ବହୁବଚନ କାହାକୁ କହନ୍ତି।
ପପୁ: ସାର୍ ଝିଅ ଶାଶୂ ଘରକୁ ଯିବା ପରେ ଶାଶୂଘର ଲୋକଙ୍କୁ ଭଲମନ୍ଦ ଶୁଣାଇଥା’ନ୍ତି। ତାହାକୁ ଆମେ ବହୁ ବା ବୋହୂବଚନ ବୋଲି କହିଥାଉ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ଘର ମାଲିକ କାହିଁକି ଏଗ୍ରିମେଣ୍ଟ କରୁ ନାହାନ୍ତି
ଯଦି ଏଗ୍ରିମେଣ୍ଟ ନାହିଁ, କିଭଳି ଜବରଦସ୍ତ ରହୁଥିବା ଭଡ଼ାଟିଆଙ୍କୁ କାଢ଼ିବେ?
Human Intrest
‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’
ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।