Advertisment

ପପୁର ବ୍ୟାକରଣ ଜ୍ଞାନ

କାଲି ଗଣେଶ ପୂଜାରେ ପପୁ ଗଣେଶଙ୍କୁ ପୂଜା କରି ବିଦ୍ୟାବୁଦ୍ଧି ଦିଅନ୍ତୁ ବୋଲି ମାଗିଥିଲା, ଯେମିତି ଆଜି ସ୍କୁଲ୍‌ରେ ସାର୍‌ ଯାହା ପଚାରିବେ, ସେ ତାର ଉତ୍ତର ଚଟାପଟ୍‌ ଦେଇ ଦେବ। ସେଥିପାଇଁ ସେ ଆଜି ଆଗ ସ୍କୁଲ୍‌ରେ ପହଞ୍ଚିଥିଲା। ଠିକ୍ ସମୟରେ କ୍ଲାସ୍‌ ରୁମ୍‌କୁ ସାର୍‌ ଆସିଲେ, ଉପସ୍ଥାନ ପକାଇବା ପରେ ବ୍ୟାକରଣକୁ ନେଇ ପ୍ରଶ୍ନ କଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ.. ସାର୍‌ : ପପୁ ପୂର୍ବ କ୍ଲାସ୍‌ରେ ଯାହା ବ୍ୟାକରଣ ପଢ଼ାଇଥିଲି ମନେ […]

ପପୁର ବ୍ୟାକରଣ ଜ୍ଞାନ

pzp

Advertisment

କାଲି ଗଣେଶ ପୂଜାରେ ପପୁ ଗଣେଶଙ୍କୁ ପୂଜା କରି ବିଦ୍ୟାବୁଦ୍ଧି ଦିଅନ୍ତୁ ବୋଲି ମାଗିଥିଲା, ଯେମିତି ଆଜି ସ୍କୁଲ୍‌ରେ ସାର୍‌ ଯାହା ପଚାରିବେ, ସେ ତାର ଉତ୍ତର ଚଟାପଟ୍‌ ଦେଇ ଦେବ। ସେଥିପାଇଁ ସେ ଆଜି ଆଗ ସ୍କୁଲ୍‌ରେ ପହଞ୍ଚିଥିଲା। ଠିକ୍ ସମୟରେ କ୍ଲାସ୍‌ ରୁମ୍‌କୁ ସାର୍‌ ଆସିଲେ, ଉପସ୍ଥାନ ପକାଇବା ପରେ ବ୍ୟାକରଣକୁ ନେଇ ପ୍ରଶ୍ନ କଲେ। ତା’ପରେ କ’ଣ ହେଲା ପଢ଼ନ୍ତୁ..

Advertisment

ସାର୍‌ : ପପୁ ପୂର୍ବ କ୍ଲାସ୍‌ରେ ଯାହା ବ୍ୟାକରଣ ପଢ଼ାଇଥିଲି ମନେ ରଖିଛୁ

ପପୁ : ଆଜ୍ଞା ସାର୍‌

ସାର୍‌ : ଆଚ୍ଛା କହିଲୁ, ବହୁବଚନ କାହାକୁ କହନ୍ତି।

ପପୁ: ସାର୍‌ ଝିଅ ଶାଶୂ ଘରକୁ ଯିବା ପରେ ଶାଶୂଘର ଲୋକଙ୍କୁ ଭଲମନ୍ଦ ଶୁଣାଇଥା’ନ୍ତି। ତାହାକୁ ଆମେ ବହୁ ବା ବୋହୂବଚନ ବୋଲି କହିଥାଉ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe