ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା

ପପୁ- ଆଜି ତୁ ମାସ୍କ ଲଗେଇ ଚା’ ପିଇଦେ।

ରାମୁ- ମାସ୍କ ଲଗେଇ କେମିତି ଚା’ ପିଇବି?

ପପୁ- ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା ଅଛି।

ରାମୁ-କ’ଣ?

ପପୁ- ଆଉ ଚା’କୁ ଛାଣିବାକୁ ପଡିବନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।