ପପୁ- ଆଜି ତୁ ମାସ୍କ ଲଗେଇ ଚା’ ପିଇଦେ।
ରାମୁ- ମାସ୍କ ଲଗେଇ କେମିତି ଚା’ ପିଇବି?
ପପୁ- ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା ଅଛି।
ରାମୁ-କ’ଣ?
ପପୁ- ଆଉ ଚା’କୁ ଛାଣିବାକୁ ପଡିବନି।
ପପୁ- ଆଜି ତୁ ମାସ୍କ ଲଗେଇ ଚା’ ପିଇଦେ। ରାମୁ- ମାସ୍କ ଲଗେଇ କେମିତି ଚା’ ପିଇବି? ପପୁ- ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା ଅଛି। ରାମୁ-କ’ଣ? ପପୁ- ଆଉ ଚା’କୁ ଛାଣିବାକୁ ପଡିବନି।
papu
ପପୁ- ଆଜି ତୁ ମାସ୍କ ଲଗେଇ ଚା’ ପିଇଦେ।
ରାମୁ- ମାସ୍କ ଲଗେଇ କେମିତି ଚା’ ପିଇବି?
ପପୁ- ମାସ୍କ ଲଗାଇ ଚା’ ପିଇବାର ଗୋଟେ ଫାଇଦା ଅଛି।
ରାମୁ-କ’ଣ?
ପପୁ- ଆଉ ଚା’କୁ ଛାଣିବାକୁ ପଡିବନି।