ଛାତ ଉପରେ ବସି ଭାବୁଚି

ପପୁ- ତୋର କ’ଣ ଆଣ ଦେଖାନାହିଁ।

ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି।

ପପୁ- କି କାମ?

ରାଜୁ- ଛାତ ଉପରେ ବସି ଭାବୁଚି।

ପପୁ- କାହିଁକି?

ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର।