Human Intrest news ଛାତ ଉପରେ ବସି ଭାବୁଚି ପପୁ- ତୋର କ’ଣ ଆଣ ଦେଖାନାହିଁ। ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି। ପପୁ- କି କାମ? ରାଜୁ- ଛାତ ଉପରେ ବସି ଭାବୁଚି। ପପୁ- କାହିଁକି? ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର। Biswobandita Swain 22 Aug 2020 14:20 IST jkପପୁ- ତୋର କ’ଣ ଆଣ ଦେଖାନାହିଁ।ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି।ପପୁ- କି କାମ?ରାଜୁ- ଛାତ ଉପରେ ବସି ଭାବୁଚି।ପପୁ- କାହିଁକି?ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ