ପପୁ- ତୋର କ’ଣ ଆଣ ଦେଖାନାହିଁ।
ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି।
ପପୁ- କି କାମ?
ରାଜୁ- ଛାତ ଉପରେ ବସି ଭାବୁଚି।
ପପୁ- କାହିଁକି?
ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର।
ପପୁ- ତୋର କ’ଣ ଆଣ ଦେଖାନାହିଁ। ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି। ପପୁ- କି କାମ? ରାଜୁ- ଛାତ ଉପରେ ବସି ଭାବୁଚି। ପପୁ- କାହିଁକି? ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର।
jk