Advertisment

ଛାତ ଉପରେ ବସି ଭାବୁଚି

ପପୁ- ତୋର କ’ଣ ଆଣ ଦେଖାନାହିଁ। ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି। ପପୁ- କି କାମ? ରାଜୁ- ଛାତ ଉପରେ ବସି ଭାବୁଚି। ପପୁ- କାହିଁକି? ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର।

ଛାତ ଉପରେ ବସି ଭାବୁଚି

jk

Advertisment

ପପୁ- ତୋର କ’ଣ ଆଣ ଦେଖାନାହିଁ।

ରାଜୁ- ମୁଁ ଆଜିକାଲି ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ରହୁଛି।

ପପୁ- କି କାମ?

ରାଜୁ- ଛାତ ଉପରେ ବସି ଭାବୁଚି।

ପପୁ- କାହିଁକି?

ରାଜୁ- କାହିଁକି ନା ମୋ ବାପା କହିଛନ୍ତି ଚିନ୍ତା ସବୁବେଳେ ଉଚ୍ଚା ହେବା ଦରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe