ସ୍ତ୍ରୀ ପାଇଁ କବିତା
ସ୍ତ୍ରୀ– ସାହୁ ବାବୁ ତାଙ୍କ ସ୍ତ୍ରୀ ପାଇଁ କବିତା ଗାଉଛନ୍ତି। ସ୍ୱାମୀ- ସେଇଠୁ ମୁଁ କ’ଣ କରିବି ? ସ୍ତ୍ରୀ– ତମେ ବି କବିତା ଲେଖ। କାହିଁ ମୋ ପାଇଁ ତ କେବେ କିଛି ଲେଖିନ। ସ୍ୱାମୀ– ହଁ ଲେଖିଥିଲି ଗୋଟେ। ସ୍ତ୍ରୀ– ଶୁଣଉନ। ସ୍ୱାମୀ- କ’ଣ କରିବା, କୁଆଡେ ଯିବା, ଘରେ ବସି ଖାଲି କାନ୍ଦିବା। କାହିଁକି ନାଁ, ଘରେ ବାଘୁଣୀ ବାହାରେ କରୋନା।
ସ୍ତ୍ରୀ- ସାହୁ ବାବୁ ତାଙ୍କ ସ୍ତ୍ରୀ ପାଇଁ କବିତା ଗାଉଛନ୍ତି।
ସ୍ୱାମୀ- ସେଇଠୁ ମୁଁ କ’ଣ କରିବି ?
ସ୍ତ୍ରୀ- ତମେ ବି କବିତା ଲେଖ। କାହିଁ ମୋ ପାଇଁ ତ କେବେ କିଛି ଲେଖିନ।
ସ୍ୱାମୀ- ହଁ ଲେଖିଥିଲି ଗୋଟେ।
ସ୍ତ୍ରୀ- ଶୁଣଉନ।
ସ୍ୱାମୀ- କ’ଣ କରିବା, କୁଆଡେ ଯିବା, ଘରେ ବସି ଖାଲି କାନ୍ଦିବା। କାହିଁକି ନାଁ, ଘରେ ବାଘୁଣୀ ବାହାରେ କରୋନା।