Advertisment

ସରକାରଙ୍କ ସହ ପ୍ରତିଯୋଗିତା

ଜେଲର- ତୁମକୁ କେଉଁ ଦୋଷ ପାଇଁ ଦଣ୍ଡ ମିଳିଛି? କଏଦୀ– ସରକାରଙ୍କ ସହ ପ୍ରତିଯୋଗିତା କରୁଥିଲି। ଜେଲର– କି ପ୍ରତିଯୋଗିତା? କଏଦୀ– ନୋଟ ଛାପିବାର।

author-image
Biswobandita Swain
ସରକାରଙ୍କ ସହ ପ୍ରତିଯୋଗିତା

Chor police

ଜେଲର- ତୁମକୁ କେଉଁ ଦୋଷ ପାଇଁ ଦଣ୍ଡ ମିଳିଛି?

କଏଦୀ- ସରକାରଙ୍କ ସହ ପ୍ରତିଯୋଗିତା କରୁଥିଲି।

ଜେଲର- କି ପ୍ରତିଯୋଗିତା?

କଏଦୀ- ନୋଟ ଛାପିବାର।