ପେଟ କାଟୁଚି

ରାଜୁ- କାଲିଠୁ ମୋ ପେଟ କାଟୁଚି। ଡାକ୍ତର- ଖାଦ୍ୟ କେଉଁଠୁ ଖାଉଚ। ରାଜୁ- ହୋଟେଲ୍‌ରୁ। ଡାକ୍ତର- ହୋଟେଲ୍‌ରୁ ଖଇବା ଖାଆନ୍ତୁ ନାହିଁ। ରାଜୁ- ହଉ ଏଥର ହୋଟେଲ୍‌ରୁ ପ୍ୟାକ୍‌ କରି ଘରେ ଆଣି ଖାଇବା।

oo

Biswobandita Swain
  • Published: Thursday, 31 October 2019
  • , Updated: 31 October 2019, 04:15 PM IST

ରାଜୁ- କାଲିଠୁ ମୋ ପେଟ କାଟୁଚି।

ଡାକ୍ତର- ଖାଦ୍ୟ କେଉଁଠୁ ଖାଉଚ।

ରାଜୁ- ହୋଟେଲ୍‌ରୁ।

ଡାକ୍ତର- ହୋଟେଲ୍‌ରୁ ଖଇବା ଖାଆନ୍ତୁ ନାହିଁ।

ରାଜୁ- ହଉ ଏଥର ହୋଟେଲ୍‌ରୁ ପ୍ୟାକ୍‌ କରି ଘରେ ଆଣି ଖାଇବା।

Related story