Advertisment

ରାଜୁର ପରୀକ୍ଷା

ରାଜୁ କ୍ଲାସ୍‌ରେ ବହୁତ ଦୁଷ୍ଟାମି କରୁଥିଲା। ଦିନେ ଶିକ୍ଷକ ତାକୁ ଧରି ତାର ପରୀକ୍ଷା କଲେ। ଶିକ୍ଷକ- ଗୋଟେ ଝୁଡ଼ିରେ ୧୦ଟି ଆମ୍ବ ରଖାଯାଇଥିଲା। ସେଥିରୁ ୨ଟା ଆମ୍ବ ସଢ଼ି ଯାଇଛି। ତେବେ କୁହ ଝୁଡ଼ିରେ କେତେଟା ଆମ୍ବ ରହିଲା। ରାଜୁ- ସାର୍‌, ୧୦ଟା ଆମ୍ବ। ଶିକ୍ଷକ- କେମିତି? ରାଜୁ- ଖରାପ ହେବା ପରେ ବି ତ ଆମ୍ବ ଟା ଆମ୍ବ ହିଁ ରହିବ ନା ସାର୍‌। ସେଇଟା କଦଳୀ ହେଇଯିବ କି?

author-image
Biswobandita Swain
ରାଜୁର ପରୀକ୍ଷା

teacher

ରାଜୁ କ୍ଲାସ୍‌ରେ ବହୁତ ଦୁଷ୍ଟାମି କରୁଥିଲା। ଦିନେ ଶିକ୍ଷକ ତାକୁ ଧରି ତାର ପରୀକ୍ଷା କଲେ।

Advertisment

ଶିକ୍ଷକ- ଗୋଟେ ଝୁଡ଼ିରେ ୧୦ଟି ଆମ୍ବ ରଖାଯାଇଥିଲା। ସେଥିରୁ ୨ଟା ଆମ୍ବ ସଢ଼ି ଯାଇଛି। ତେବେ କୁହ ଝୁଡ଼ିରେ କେତେଟା ଆମ୍ବ ରହିଲା।

ରାଜୁ-ସାର୍‌, ୧୦ଟା ଆମ୍ବ।

ଶିକ୍ଷକ- କେମିତି?

ରାଜୁ-ଖରାପ ହେବା ପରେ ବି ତ ଆମ୍ବ ଟା ଆମ୍ବ ହିଁ ରହିବ ନା ସାର୍‌। ସେଇଟା କଦଳୀ ହେଇଯିବ କି?

Advertisment