ରାଜୁ କ୍ଲାସ୍ରେ ବହୁତ ଦୁଷ୍ଟାମି କରୁଥିଲା। ଦିନେ ଶିକ୍ଷକ ତାକୁ ଧରି ତାର ପରୀକ୍ଷା କଲେ।
ଶିକ୍ଷକ- ଗୋଟେ ଝୁଡ଼ିରେ ୧୦ଟି ଆମ୍ବ ରଖାଯାଇଥିଲା। ସେଥିରୁ ୨ଟା ଆମ୍ବ ସଢ଼ି ଯାଇଛି। ତେବେ କୁହ ଝୁଡ଼ିରେ କେତେଟା ଆମ୍ବ ରହିଲା।
ରାଜୁ- ସାର୍, ୧୦ଟା ଆମ୍ବ।
ଶିକ୍ଷକ- କେମିତି?
ରାଜୁ- ଖରାପ ହେବା ପରେ ବି ତ ଆମ୍ବ ଟା ଆମ୍ବ ହିଁ ରହିବ ନା ସାର୍। ସେଇଟା କଦଳୀ ହେଇଯିବ କି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Human Intrest
ମା’ କ୍ଷୀରରୁ ବଞ୍ଚିତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି
ତାଙ୍କର ଏହି ସେବାକୁ ୧୦ ବର୍ଷ ପୂରିଥିବା ବେଳେ ଏଯାଏଁ ସେ ୨୬୪୫ ଲିଟର କ୍ଷୀର ଦାନ କଲେଣି।
Technology
ଦୀପାବଳିରେ 'ଆମାଜନ ଆଲେକ୍ସା' ଉଡ଼ାଇଲା ରକେଟ, ଚର୍ଚ୍ଚାରେ ଓଡ଼ିଆ ପୁଅଙ୍କ AI କମାଲ
ଆମାଜନର ଆଲେକ୍ସା ଡିଭାଇସ୍ ସାହାଯ୍ୟରେ ଉଡ଼ିଲା ରକେଟ ବାଣ। ଚର୍ଚ୍ଚାରେ ଓଡ଼ିଆ ଯୁବକ ମଣିକାନ୍ତଙ୍କ ନୂଆ କୌଶଳ।
Human Intrest
ମେଡିକାଲ କର୍ତ୍ତୃପକ୍ଷ ଜାଣି ପାରିଲେନି, ଅଦଳବଦଳ କରିଦେଲେ ଛୁଆ
କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ତ୍ରୁଟି। ଛୁଆ ଅଦଳବଦଳ କରିଦେଲେ ମେଡିକାଲ କର୍ତ୍ତୃପକ୍ଷ। ଜଣାପଡ଼ିଲା ପରେ ନିଜ ଭୁଲ ସୁଧାରି ବଦଳ ହୋଇଥିବା ପୁଅକୁ ନିଜ ବାପା-ମାଆଙ୍କୁ ଫେରାଇଲେ।