teacher
Advertisment
ରାଜୁ କ୍ଲାସ୍ରେ ବହୁତ ଦୁଷ୍ଟାମି କରୁଥିଲା। ଦିନେ ଶିକ୍ଷକ ତାକୁ ଧରି ତାର ପରୀକ୍ଷା କଲେ।
Advertisment
ଶିକ୍ଷକ- ଗୋଟେ ଝୁଡ଼ିରେ ୧୦ଟି ଆମ୍ବ ରଖାଯାଇଥିଲା। ସେଥିରୁ ୨ଟା ଆମ୍ବ ସଢ଼ି ଯାଇଛି। ତେବେ କୁହ ଝୁଡ଼ିରେ କେତେଟା ଆମ୍ବ ରହିଲା।
ରାଜୁ-ସାର୍, ୧୦ଟା ଆମ୍ବ।
ଶିକ୍ଷକ- କେମିତି?
ରାଜୁ-ଖରାପ ହେବା ପରେ ବି ତ ଆମ୍ବ ଟା ଆମ୍ବ ହିଁ ରହିବ ନା ସାର୍। ସେଇଟା କଦଳୀ ହେଇଯିବ କି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/11/teacher.jpg)