ବଡ଼ ଉତ୍ସବ କେଉଁଟା?

ରାମୁ- ସବୁଠୁ ବଡ଼ ଉତ୍ସବ କଉଟା।

ରାଜୁ- ମୋ ସ୍ତ୍ରୀ।

ରାମୁ- କେମିତି?
ରାଜୁ- ସପ୍ତାହକୁ ଦୁଇ ଥର ତାକୁ ମନେଇବାକୁ ପଡୁଚି।