କେମିତି ସ୍ତ୍ରୀ ଦରକାର ?

୧- ଝିଅର କଥା ଶୁଣି କାନ୍ଦିଲେ ମକା ଦୋକାନୀ
ଜଣେ ମକା ଦୋକାନୀ ସେହି ସମୟରେ ଜୋର୍‌ରେ କାନ୍ଦିବାକୁ ଲାଗିଲେ ଯେତେବେଳେ ଗୋଟିଏ ଝିଅ ଆସି ତାଙ୍କୁ କହିଲା, ‘ଅଙ୍କଲ୍‌ ଗୋଟିଏ ହ୍ୟାଣ୍ଡେଲ୍‌ ଥିବା ପପ୍‌କର୍ଣ୍ଣ ଦେବେ।’

୨- କେମିତି ସ୍ତ୍ରୀ ଦରକାର ?
ମୋହନ ସୋହନକୁ ପଚାରିଲା: ସାଙ୍ଗ ତତେ କେମିତିକା ସ୍ତ୍ରୀ ଦରକାର ?
ସୋହନ: ମୋତେ ତ ଏମିତି ସ୍ତ୍ରୀ ଦରକାର ଯିଏ ଖାଇ ସାରିବା ପରେ କହିବ, ତୁମେ ବସି ହ୍ୱାଟ୍‌ସଆପ୍‌ ଚଲାଅ, ମୁଁ ଗୋଡ଼ ଚିପି ଦେଉଛି।