ଅଦ୍ୟତନ ହୋଇଛି
popcorn
Advertisment
୧- ଝିଅର କଥା ଶୁଣି କାନ୍ଦିଲେ ମକା ଦୋକାନୀ
ଜଣେ ମକା ଦୋକାନୀ ସେହି ସମୟରେ ଜୋର୍ରେ କାନ୍ଦିବାକୁ ଲାଗିଲେ ଯେତେବେଳେ ଗୋଟିଏ ଝିଅ ଆସି ତାଙ୍କୁ କହିଲା, ‘ଅଙ୍କଲ୍ ଗୋଟିଏ ହ୍ୟାଣ୍ଡେଲ୍ ଥିବା ପପ୍କର୍ଣ୍ଣ ଦେବେ।’
Advertisment
୨- କେମିତି ସ୍ତ୍ରୀ ଦରକାର ?
ମୋହନ ସୋହନକୁ ପଚାରିଲା: ସାଙ୍ଗ ତତେ କେମିତିକା ସ୍ତ୍ରୀ ଦରକାର ?
ସୋହନ: ମୋତେ ତ ଏମିତି ସ୍ତ୍ରୀ ଦରକାର ଯିଏ ଖାଇ ସାରିବା ପରେ କହିବ, ତୁମେ ବସି ହ୍ୱାଟ୍ସଆପ୍ ଚଲାଅ, ମୁଁ ଗୋଡ଼ ଚିପି ଦେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/07/popcorn.jpg)