Human Intrest news ବାହାଘର ପରେ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି ରିଙ୍କି– ବାହାଘର ପୂର୍ବରୁ ଝିଅ ମାନେ ଜଳ ପରି ଶୀତଳ ହୋଇଥା’ନ୍ତି। ସେହିଭଳି ପୁଅ ମାନେ ମାଟି ପରି ଟାଣ ଏବଂ ରୁକ୍ଷ ହୋଇଥା’ନ୍ତି। ପିଙ୍କି– ଆଉ ବାହାଘର ପରେ? ରିଙ୍କି– ବାହାଘର ପରେ ଦୁଇ ଜଣଙ୍କର ମିଳନ ହୁଏ ଏବଂ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି। Biswobandita Swain 03 Jul 2020 09:50 IST friendରିଙ୍କି- ବାହାଘର ପୂର୍ବରୁ ଝିଅ ମାନେ ଜଳ ପରି ଶୀତଳ ହୋଇଥା’ନ୍ତି। ସେହିଭଳି ପୁଅ ମାନେ ମାଟି ପରି ଟାଣ ଏବଂ ରୁକ୍ଷ ହୋଇଥା’ନ୍ତି।Advertismentପିଙ୍କି- ଆଉ ବାହାଘର ପରେ?ରିଙ୍କି- ବାହାଘର ପରେ ଦୁଇ ଜଣଙ୍କର ମିଳନ ହୁଏ ଏବଂ ପାଣି ଓ ମାଟି ମିଶି ଜୀବନକୁ କାଦୁଅ କରିଦିଅନ୍ତି। Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ