ପ୍ରବଚନ ଶୁଣି ପପୁ ହେଲା ରୋମାଣ୍ଟିକ୍‌

ଅଫିସ୍‌ରୁ ଫେରିବା ପରେ ପପୁ ପ୍ରବଚନ ଶୁଣିବା ପାଇଁ ଆଶ୍ରମ ଯାଇଥିଲା। ପ୍ରବଚନ ଶୁଣି ପପୁ ଜଲ୍‌ଦି ଘରକୁ ଫେରି ଆସିଲା। ଘରକୁ ଆସିବା ପରେ ପପୁର କ’ଣ ହେଲା କେଜାଣି ସ୍ତ୍ରୀ ପ୍ରୀତିକୁ ଦୁଇ ହାତରେ ଉଠାଇ ନେଇ କୋଳେଇ ଧରିଲା। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ… ପ୍ରୀତି: ଆରେ ବାଃ, କଥା କ’ଣ ? ଆଜି କାହିଁକି ଏତେ ପ୍ରେମ ଉଛୁଳି ପଡୁଛି। ପପୁ: ପ୍ରେମ ଫ୍ରେମ କିଛି ନାହିଁ। ପ୍ରବଚନ […]

papu

papu

Puspanjali Panda
  • Published: Thursday, 08 August 2019
  • Updated: 08 August 2019, 10:01 AM IST

Sports

Latest News

ଅଫିସ୍‌ରୁ ଫେରିବା ପରେ ପପୁ ପ୍ରବଚନ ଶୁଣିବା ପାଇଁ ଆଶ୍ରମ ଯାଇଥିଲା। ପ୍ରବଚନ ଶୁଣି ପପୁ ଜଲ୍‌ଦି ଘରକୁ ଫେରି ଆସିଲା। ଘରକୁ ଆସିବା ପରେ ପପୁର କ’ଣ ହେଲା କେଜାଣି ସ୍ତ୍ରୀ ପ୍ରୀତିକୁ ଦୁଇ ହାତରେ ଉଠାଇ ନେଇ କୋଳେଇ ଧରିଲା। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ...

ପ୍ରୀତି: ଆରେ ବାଃ, କଥା କ’ଣ ? ଆଜି କାହିଁକି ଏତେ ପ୍ରେମ ଉଛୁଳି ପଡୁଛି।

ପପୁ: ପ୍ରେମ ଫ୍ରେମ କିଛି ନାହିଁ। ପ୍ରବଚନ ଶୁଣିକରି ଆସୁଛି।

ପ୍ରୀତି: ପ୍ରବଚନରେ କ’ଣ ଏସବୁ କରିବା ପାଇଁ କୁହାଯାଇଥିଲା?

ପପୁ: ମୁଁ ସେଠାରେ ଶୁଣିଲେ ଯେ ମନୁଷ୍ୟ ତା’ର ଦୁଃଖର ବୋଝକୁ ନିଜେ ଉଠାଇବା ଉଚିତ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story