Advertisment

ପ୍ରବଚନ ଶୁଣି ପପୁ ହେଲା ରୋମାଣ୍ଟିକ୍‌

ଅଫିସ୍‌ରୁ ଫେରିବା ପରେ ପପୁ ପ୍ରବଚନ ଶୁଣିବା ପାଇଁ ଆଶ୍ରମ ଯାଇଥିଲା। ପ୍ରବଚନ ଶୁଣି ପପୁ ଜଲ୍‌ଦି ଘରକୁ ଫେରି ଆସିଲା। ଘରକୁ ଆସିବା ପରେ ପପୁର କ’ଣ ହେଲା କେଜାଣି ସ୍ତ୍ରୀ ପ୍ରୀତିକୁ ଦୁଇ ହାତରେ ଉଠାଇ ନେଇ କୋଳେଇ ଧରିଲା। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ… ପ୍ରୀତି: ଆରେ ବାଃ, କଥା କ’ଣ ? ଆଜି କାହିଁକି ଏତେ ପ୍ରେମ ଉଛୁଳି ପଡୁଛି। ପପୁ: ପ୍ରେମ ଫ୍ରେମ କିଛି ନାହିଁ। ପ୍ରବଚନ […]

ଅଦ୍ୟତନ ହୋଇଛି
ପ୍ରବଚନ ଶୁଣି ପପୁ ହେଲା ରୋମାଣ୍ଟିକ୍‌

papu

Advertisment

ଅଫିସ୍‌ରୁ ଫେରିବା ପରେ ପପୁ ପ୍ରବଚନ ଶୁଣିବା ପାଇଁ ଆଶ୍ରମ ଯାଇଥିଲା। ପ୍ରବଚନ ଶୁଣି ପପୁ ଜଲ୍‌ଦି ଘରକୁ ଫେରି ଆସିଲା। ଘରକୁ ଆସିବା ପରେ ପପୁର କ’ଣ ହେଲା କେଜାଣି ସ୍ତ୍ରୀ ପ୍ରୀତିକୁ ଦୁଇ ହାତରେ ଉଠାଇ ନେଇ କୋଳେଇ ଧରିଲା। ଆଉ ତା’ ପରେ କ’ଣ ହେଲା ପଢ଼ନ୍ତୁ...

Advertisment

ପ୍ରୀତି: ଆରେ ବାଃ, କଥା କ’ଣ ? ଆଜି କାହିଁକି ଏତେ ପ୍ରେମ ଉଛୁଳି ପଡୁଛି।

ପପୁ: ପ୍ରେମ ଫ୍ରେମ କିଛି ନାହିଁ। ପ୍ରବଚନ ଶୁଣିକରି ଆସୁଛି।

ପ୍ରୀତି: ପ୍ରବଚନରେ କ’ଣ ଏସବୁ କରିବା ପାଇଁ କୁହାଯାଇଥିଲା?

ପପୁ: ମୁଁ ସେଠାରେ ଶୁଣିଲେ ଯେ ମନୁଷ୍ୟ ତା’ର ଦୁଃଖର ବୋଝକୁ ନିଜେ ଉଠାଇବା ଉଚିତ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe