ଗଲା ଗଧ ପାଣିକୁ

ସାନୁ- ତୁମେ ମୋ ଫିଲ୍ମରେ କାମ କରିବ?

ମନୁ- ହଁ , କିନ୍ତୁ ସିନ୍‌ କ’ଣ ରହିବ?

ସାନୁ- ତୁମକୁ ଧୀରେ ଧୀରେ ପାଣି ଭିତରକୁ ଯିବାକୁ ହେବ।

ମନୁ- ଠିକ୍‌ ଅଛି। ଆଉ ଫିଲ୍ମର ନାଁ କ’ଣ?

ସାନୁ- ଗଲା ଗଧ ପାଣିକୁ।