Advertisment

ସ୍କୁଲ୍ ସମୟରେ ଫୋନ୍‌ ନଥିଲା ଭଲ

ପପୁ- ମୁଁ ବହୁତ ଖୁସି ଅଛି। ରୋହିତ- କାହିଁକି? ପୁପୁ- ଏଇଟା ଭାବିକି ଯେ , ଭଲ ହେଇଛି ଆମେ ସ୍କୁଲ୍‌ରେ ପଢିବା ସମୟରେ ମୋବାଇଲ୍‌ ନଥିଲା। ରୋହିତ- କାହିଁକି? ପପୁ- ମୁଁ ମାଡ ଖାଇବା ସମୟରେ କିଏ ଭିଡ଼ିଓ ଭାଇରାଲ୍‌ କରିଦେଇଥାନ୍ତା।

author-image
Biswobandita Swain
ଅଦ୍ୟତନ ହୋଇଛି
ସ୍କୁଲ୍ ସମୟରେ ଫୋନ୍‌ ନଥିଲା ଭଲ

joke

ପପୁ- ମୁଁ ବହୁତ ଖୁସି ଅଛି।

ରୋହିତ- କାହିଁକି?

ପୁପୁ- ଏଇଟା ଭାବିକି ଯେ , ଭଲ ହେଇଛି ଆମେ ସ୍କୁଲ୍‌ରେ ପଢିବା ସମୟରେ ମୋବାଇଲ୍‌ ନଥିଲା।

Advertisment

ରୋହିତ- କାହିଁକି?

ପପୁ- ମୁଁ ମାଡ ଖାଇବା ସମୟରେ କିଏ ଭିଡ଼ିଓ ଭାଇରାଲ୍‌ କରିଦେଇଥାନ୍ତା।