ସ୍କୁଲ୍ ସମୟରେ ଫୋନ୍‌ ନଥିଲା ଭଲ

ପପୁ- ମୁଁ ବହୁତ ଖୁସି ଅଛି।

ରୋହିତ- କାହିଁକି?

ପୁପୁ- ଏଇଟା ଭାବିକି ଯେ , ଭଲ ହେଇଛି ଆମେ ସ୍କୁଲ୍‌ରେ ପଢିବା ସମୟରେ ମୋବାଇଲ୍‌ ନଥିଲା।

ରୋହିତ- କାହିଁକି?

ପପୁ- ମୁଁ ମାଡ ଖାଇବା ସମୟରେ କିଏ ଭିଡ଼ିଓ ଭାଇରାଲ୍‌ କରିଦେଇଥାନ୍ତା।