ଅଦ୍ୟତନ ହୋଇଛି
joke
Advertisment
ପପୁ- ମୁଁ ବହୁତ ଖୁସି ଅଛି।
ରୋହିତ- କାହିଁକି?
ପୁପୁ- ଏଇଟା ଭାବିକି ଯେ , ଭଲ ହେଇଛି ଆମେ ସ୍କୁଲ୍ରେ ପଢିବା ସମୟରେ ମୋବାଇଲ୍ ନଥିଲା।
Advertisment
ରୋହିତ- କାହିଁକି?
ପପୁ- ମୁଁ ମାଡ ଖାଇବା ସମୟରେ କିଏ ଭିଡ଼ିଓ ଭାଇରାଲ୍ କରିଦେଇଥାନ୍ତା।