/odisha-reporter/media/post_attachments/uploads/2019/09/qw-3.jpg)
qw
ପୁଅ- ବାପା ଗୋଟେ ବୁଲେଟ୍ ଗାଡ଼ି କିଣିଦିଅ।
ବାପା- କାହିଁକି? ତୋର ବୁଲେଟ୍ କ’ଣ ଦରକାର? ମହାନ୍ତି ବାବୁଙ୍କ ଝିଅକୁ ଦେଖ୍। ତୋରି ସାଙ୍ଗରେ ତୋରି କଲେଜ୍ରେ ପଢୁଛି। ପ୍ରତିଦିନ ସେ ବସ୍ରେ ଯିବା ଆସିବା କରୁଛି। ତୋର କାହିଁକି ବୁଲେଟ୍ ଦରକାର ହେଉଛି।
Advertisment
ପୁଅ- ମହାନ୍ତି ବାବୁଙ୍କ ଝିଅର ଦୁଃଖ ହିଁ ତ ଆଉ ଦେଖି ହଉନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
