Advertisment

ମହାନ୍ତି ବାବୁଙ୍କ ଝିଅର ଦୁଃଖ ଦେଖି ହେଉନି !

ପୁଅ- ବାପା ଗୋଟେ ବୁଲେଟ୍‌ ଗାଡ଼ି କିଣିଦିଅ। ବାପା- କାହିଁକି? ତୋର ବୁଲେଟ୍‌ କ’ଣ ଦରକାର? ମହାନ୍ତି ବାବୁଙ୍କ ଝିଅକୁ ଦେଖ୍‌। ତୋରି ସାଙ୍ଗରେ ତୋରି କଲେଜ୍‌ରେ ପଢୁଛି। ପ୍ରତିଦିନ ସେ ବସ୍‌ରେ ଯିବା ଆସିବା କରୁଛି। ତୋର କାହିଁକି ବୁଲେଟ୍ ଦରକାର ହେଉଛି। ପୁଅ- ମହାନ୍ତି ବାବୁଙ୍କ ଝିଅର ଦୁଃଖ ହିଁ ତ ଆଉ ଦେଖି ହଉନି।

ମହାନ୍ତି ବାବୁଙ୍କ ଝିଅର ଦୁଃଖ ଦେଖି ହେଉନି !

qw

Advertisment

ପୁଅ- ବାପା ଗୋଟେ ବୁଲେଟ୍‌ ଗାଡ଼ି କିଣିଦିଅ।

ବାପା- କାହିଁକି? ତୋର ବୁଲେଟ୍‌ କ’ଣ ଦରକାର? ମହାନ୍ତି ବାବୁଙ୍କ ଝିଅକୁ ଦେଖ୍‌। ତୋରି ସାଙ୍ଗରେ ତୋରି କଲେଜ୍‌ରେ ପଢୁଛି। ପ୍ରତିଦିନ ସେ ବସ୍‌ରେ ଯିବା ଆସିବା କରୁଛି। ତୋର କାହିଁକି ବୁଲେଟ୍ ଦରକାର ହେଉଛି।

Advertisment

ପୁଅ- ମହାନ୍ତି ବାବୁଙ୍କ ଝିଅର ଦୁଃଖ ହିଁ ତ ଆଉ ଦେଖି ହଉନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe