Advertisment

‘ସ୍ତ୍ରୀ ସିଧା ବେଜିତ କରୁନି’

ସୋନୁ– ମୋ ମନ ଦୁଃଖ। ମୋନୁ- କ’ଣ ପାଇଁ? ସୋନୁ– ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି। ମୋନୁ- କ’ଣ କହୁଛି। ସୋନୁ– ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।

author-image
Biswobandita Swain
‘ସ୍ତ୍ରୀ ସିଧା ବେଜିତ କରୁନି’

cartoon

ସୋନୁ- ମୋ ମନ ଦୁଃଖ।

ମୋନୁ- କ’ଣ ପାଇଁ?

ସୋନୁ- ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି।

ମୋନୁ- କ’ଣ କହୁଛି।

ସୋନୁ- ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।

Advertisment