‘ସ୍ତ୍ରୀ ସିଧା ବେଜିତ କରୁନି’

ସୋନୁ– ମୋ ମନ ଦୁଃଖ।

ମୋନୁ- କ’ଣ ପାଇଁ?

ସୋନୁ– ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି।

ମୋନୁ- କ’ଣ କହୁଛି।

ସୋନୁ– ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।