cartoon
Advertisment
ସୋନୁ- ମୋ ମନ ଦୁଃଖ।
ମୋନୁ- କ’ଣ ପାଇଁ?
ସୋନୁ- ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି।
ମୋନୁ- କ’ଣ କହୁଛି।
ସୋନୁ- ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।
Advertisment
cartoon
ସୋନୁ- ମୋ ମନ ଦୁଃଖ।
ମୋନୁ- କ’ଣ ପାଇଁ?
ସୋନୁ- ମୋ ସ୍ତ୍ରୀ ମୋର ସିଧା ବେଜିତ କରୁନି।
ମୋନୁ- କ’ଣ କହୁଛି।
ସୋନୁ- ସେ କହୁଛି, ମୁଁ ବହୁତ ସିଧାସାଧା। ଦୁନିଆ ବିଷୟରେ କିଛି ଜାଣିନି। ସିଧା କହୁନି ମୁଁ ଓଲା।