Advertisment

ସ୍ୱାମୀମାନେ କାହିଁକି ଦେଖନ୍ତି ନାହିଁ ରାଶିଫଳ ?

ସୋନୁ : ତୁମେ ଜାଣିଛ ବାହା ହୋଇଥିବା ଚାଲାକ ସ୍ୱାମୀମାନେ ଖବରକାଗଜରେ ସବୁଦିନ ରାଶିଫଳ କାହିଁକି ଦେଖନ୍ତି ନାହିଁ ? ପପୁ : କାହିଁକି ଦେଖନ୍ତି ନାହିଁ, ମୁଁ ଜାଣିନାହିଁ ? ସୋନୁ : କାହିଁକିନା ସେମାନେ ସକାଳେ ସ୍ତ୍ରୀର ଚେହେରା ଦେଖି ହିଁ ବୁଝି ଯାଇଥା’ନ୍ତି, ଆଜିର ଦିନ କେମିତି କଟିବ।

author-image
Puspanjali Panda
ସ୍ୱାମୀମାନେ କାହିଁକି ଦେଖନ୍ତି ନାହିଁ ରାଶିଫଳ ?

koke

ସୋନୁ : ତୁମେ ଜାଣିଛ ବାହା ହୋଇଥିବା ଚାଲାକ ସ୍ୱାମୀମାନେ ଖବରକାଗଜରେ ସବୁଦିନ ରାଶିଫଳ କାହିଁକି ଦେଖନ୍ତି ନାହିଁ ?

Advertisment

ପପୁ : କାହିଁକି ଦେଖନ୍ତି ନାହିଁ, ମୁଁ ଜାଣିନାହିଁ ?

ସୋନୁ : କାହିଁକିନା ସେମାନେ ସକାଳେ ସ୍ତ୍ରୀର ଚେହେରା ଦେଖି ହିଁ ବୁଝି ଯାଇଥା’ନ୍ତି, ଆଜିର ଦିନ କେମିତି କଟିବ।