ଚାଇନିଜ୍‌ ମାଲ୍‌ ଅଧିକ ଦିନ ଚାଲେନି

ସୋନୁ- ତୁମେ ଚାଇନିଜ୍‌ ପରି କାହିଁକି ଦେଖା ଯାଉଛ?

ଗର୍ଲଫ୍ରେଣ୍ଡ-  ମୋ ବାପା ଚିନ୍‌ର ଥିଲେ।

ସୋନୁ- ତୁମେ ତାଙ୍କ ସହ ମତେ କେବେ ଭେଟ କରେଇନ ତ

ଗର୍ଲଫ୍ରେଣ୍ଡ-  ସେ ଆଉ ଏ ଦୁନିଆରେ ନାହାନ୍ତି।

ସୋନୁ- ହଁ, ଚାଇନିଜ୍‌ ମାଲ୍‌ ଅଧିକ ଦିନ ଚାଲେନି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।