ଚୁଟିଙ୍କ ଆତ୍ମହତ୍ୟା!

ସୋନୁ- ମୋର ବହୁତ ଚୁଟି ଝଡୁଛି।

ମୋନୁ- ବୋଧହୁଏ ଚୁଟିମାନେ ଡିପ୍ରେସ୍‌ ଅଛନ୍ତି। ସେଥିପାଇଁ ସେମାନେ ତୋ ମୁଣ୍ଡରୁ ଡେଇଁକି ଆତ୍ମହତ୍ୟା କରୁଛନ୍ତି।