ଏକତାରେ ହିଁ ଶକ୍ତି

ଶିକ୍ଷକ- ଏକତାରେ ହିଁ ଶକ୍ତି ରହିଛି। ଗୋଟେ ଉଦାହରଣ ଦେଲୁ।

ପପୁ- ସାର୍‌, ମୁଁ ଗୋଟେ ସିଗାରେଟ୍‌ ରଖିଲେ ତାହା ବଙ୍କା ହୋଇଯାଏ। କିନ୍ତୁ ପୂରା ପ୍ୟାକେଟ୍‌ ରଖିଲେ ତାହା ଠିକ୍ ରହେ।