Advertisment

ସଠିକ୍‌ ଉତ୍ତର ଦିଅ, ଘରକୁ ଯାଅ

ଶିକ୍ଷକ- ଯିଏ ମୋ ପ୍ରଶ୍ନର ସଠିକ୍‌ ଉତ୍ତର ଦେବ, ସେ ଘରକୁ ଯାଇପାରିବ। ପପୁ ସାଙ୍ଗେସାଙ୍ଗେ ତା ବ୍ୟାଗ୍‌କୁ ଝରକା ବାହାରକୁ ଫୋପାଡି ଦେଲା। ଶିକ୍ଷକ- ବ୍ୟାଗ୍‌ ବାହାରକୁ କିଏ ଫିଙ୍ଗିଲା? ପପୁ- ମୁଁ ଫିଙ୍ଗିଲି। ଏବେ ମୁଁ ଘରକୁ ଆରାମ୍‌ସେ ଯାଇପାରିବି।

author-image
Biswobandita Swain
ଅଦ୍ୟତନ ହୋଇଛି
ସଠିକ୍‌ ଉତ୍ତର ଦିଅ, ଘରକୁ ଯାଅ

ppp3

ଶିକ୍ଷକ- ଯିଏ ମୋ ପ୍ରଶ୍ନର ସଠିକ୍‌ ଉତ୍ତର ଦେବ, ସେ ଘରକୁ ଯାଇପାରିବ।

ପପୁ ସାଙ୍ଗେସାଙ୍ଗେ ତା ବ୍ୟାଗ୍‌କୁ ଝରକା ବାହାରକୁ ଫୋପାଡି ଦେଲା।

ଶିକ୍ଷକ- ବ୍ୟାଗ୍‌ ବାହାରକୁ କିଏ ଫିଙ୍ଗିଲା?

ପପୁ- ମୁଁ ଫିଙ୍ଗିଲି।

ଏବେ ମୁଁ ଘରକୁ ଆରାମ୍‌ସେ ଯାଇପାରିବି।