ଶିକ୍ଷକ- ଯିଏ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେବ, ସେ ଘରକୁ ଯାଇପାରିବ।
ପପୁ ସାଙ୍ଗେସାଙ୍ଗେ ତା ବ୍ୟାଗ୍କୁ ଝରକା ବାହାରକୁ ଫୋପାଡି ଦେଲା।
ଶିକ୍ଷକ- ବ୍ୟାଗ୍ ବାହାରକୁ କିଏ ଫିଙ୍ଗିଲା?
ପପୁ- ମୁଁ ଫିଙ୍ଗିଲି।
ଏବେ ମୁଁ ଘରକୁ ଆରାମ୍ସେ ଯାଇପାରିବି।
ଶିକ୍ଷକ- ଯିଏ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେବ, ସେ ଘରକୁ ଯାଇପାରିବ। ପପୁ ସାଙ୍ଗେସାଙ୍ଗେ ତା ବ୍ୟାଗ୍କୁ ଝରକା ବାହାରକୁ ଫୋପାଡି ଦେଲା। ଶିକ୍ଷକ- ବ୍ୟାଗ୍ ବାହାରକୁ କିଏ ଫିଙ୍ଗିଲା? ପପୁ- ମୁଁ ଫିଙ୍ଗିଲି। ଏବେ ମୁଁ ଘରକୁ ଆରାମ୍ସେ ଯାଇପାରିବି।
ppp3
ଶିକ୍ଷକ- ଯିଏ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେବ, ସେ ଘରକୁ ଯାଇପାରିବ।
ପପୁ ସାଙ୍ଗେସାଙ୍ଗେ ତା ବ୍ୟାଗ୍କୁ ଝରକା ବାହାରକୁ ଫୋପାଡି ଦେଲା।
ଶିକ୍ଷକ- ବ୍ୟାଗ୍ ବାହାରକୁ କିଏ ଫିଙ୍ଗିଲା?
ପପୁ- ମୁଁ ଫିଙ୍ଗିଲି।
ଏବେ ମୁଁ ଘରକୁ ଆରାମ୍ସେ ଯାଇପାରିବି।