Advertisment

ମିଠା କିଲୋ ୧୦,୫୦୦ !

ପପୁ: ବାପା ମିଠା ଆଣିଛି। ୧୦,୫୦୦ଟଙ୍କା କେଜି। ବାପା: ଏତେ ଦାମିକିଆ ମିଠା। ଏ ମିଠାରେ ଏମିତି କ’ଣ ଅଛି? ପପୁ: ଗୋଟେ କିଲୋ ମିଠା ଆଣିବାକୁ ଯାଇଥିଲି। ବାଟରେ ଟ୍ରାଫିକ୍‌ ପୁଲିସ୍‌ ଧରି ୧୦,୦୦୦ଟଙ୍କାର ଫାଇନ୍‌ କାଟିଦେଲା।

ମିଠା କିଲୋ ୧୦,୫୦୦ !

father

Advertisment

ପପୁ: ବାପା ମିଠା ଆଣିଛି। ୧୦,୫୦୦ଟଙ୍କା କେଜି।

ବାପା: ଏତେ ଦାମିକିଆ ମିଠା। ଏ ମିଠାରେ ଏମିତି କଣ ଅଛି?

ପପୁ: ଗୋଟେ କିଲୋ ମିଠା ଆଣିବାକୁ ଯାଇଥିଲି। ବାଟରେ ଟ୍ରାଫିକ୍‌ ପୁଲିସ୍‌ ଧରି ୧୦,୦୦୦ଟଙ୍କାର ଫାଇନ୍‌ କାଟିଦେଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe