baba
Advertisment
ତାପସ ସାଧୁବାବାଙ୍କୁ ଭେଟ କରିବାକୁ ଯାଉଥିଲା। ବାବାଙ୍କ ସହ କଥା ହେବା ସମୟରେ ପଚାରିଲା, ବାବା ଆପଣ କେମିତି ଅଛନ୍ତି?
Advertisment
ବାବା- ମୋ ଭଗବାନ୍ ମୋତେ ଭଲରେ ରଖିଛନ୍ତି, ତୁ କେମିତି ଅଛୁ?
ତାପସ- ମୋ ସ୍ତ୍ରୀ ମୋତେ ଯେମିତି ରଖିଥିବ... ଆପଣ ତ ଜାଣନ୍ତି !