ମୋ ସ୍ତ୍ରୀ କଥା ହେଉନି

ଶିକ୍ଷକ- ଏମିତି ଗୋଟିଏ ବାକ୍ୟ କୁହ ଯେଉଁଥିରେ କଷ୍ଟ, ଦ୍ୱନ୍ଦ୍ୱ, ଡର, ଶାନ୍ତି, କ୍ରୋଧ ଏବଂ ଖୁସିର ଆଭାସ ଥିବ। ଛାତ୍ର- ମୋ ସ୍ତ୍ରୀ ମୋ ସହ କଥା ହେଉନି।  

123-2

Biswobandita Swain
  • Published: Tuesday, 05 November 2019
  • , Updated: 05 November 2019, 09:11 AM IST

ଶିକ୍ଷକ- ଏମିତି ଗୋଟିଏ ବାକ୍ୟ କୁହ ଯେଉଁଥିରେ କଷ୍ଟ, ଦ୍ୱନ୍ଦ୍ୱ, ଡର, ଶାନ୍ତି, କ୍ରୋଧ ଏବଂ ଖୁସିର ଆଭାସ ଥିବ।

ଛାତ୍ର- ମୋ ସ୍ତ୍ରୀ ମୋ ସହ କଥା ହେଉନି।

 

Related story