Advertisment

କଣ୍ଟାଭର୍ତ୍ତି ରାସ୍ତାରେ ତୁମ ସାଙ୍ଗରେ କିଏ ରହିବ?

ଶିକ୍ଷକ- କୁହ ତ କଣ୍ଟାପୂର୍ଣ୍ଣ ରାସ୍ତାରେ ତୁମ ସାଙ୍ଗରେ କିଏ ରହିବ? ସ୍ୱାମୀ, ସ୍ତ୍ରୀ, ବାପା, ମା’, ଭାଇ, ଭଉଣୀ ନା ସାଙ୍ଗ? ପପୁ- ଏଥିରୁ କେହି ନୁହେଁ। ଶିକ୍ଷକ- ତେବେ ଉତ୍ତର କ’ଣ? ପପୁ- ଚପଲ।

author-image
Biswobandita Swain
ଅଦ୍ୟତନ ହୋଇଛି
କଣ୍ଟାଭର୍ତ୍ତି ରାସ୍ତାରେ ତୁମ ସାଙ୍ଗରେ କିଏ ରହିବ?

teacher

ଶିକ୍ଷକ-କୁହ ତ କଣ୍ଟାପୂର୍ଣ୍ଣ ରାସ୍ତାରେ ତୁମ ସାଙ୍ଗରେ କିଏ ରହିବ? ସ୍ୱାମୀ, ସ୍ତ୍ରୀ, ବାପା, ମା’, ଭାଇ, ଭଉଣୀ ନା ସାଙ୍ଗ?

Advertisment

ପପୁ- ଏଥିରୁ କେହି ନୁହେଁ।

ଶିକ୍ଷକ-ତେବେ ଉତ୍ତର କ’ଣ?

ପପୁ- ଚପଲ।