Advertisment

ଶିକ୍ଷୟିତ୍ରୀଙ୍କ ଅକଲ ଗୁଡୁମ୍‌

ଟିକି ପୁଅକୁ ବିଦ୍ୟାଳୟରେ ଭର୍ତ୍ତି କଲାବେଳେ ଜଣେ ମହିଳା  ଶିକ୍ଷୟିତ୍ରୀଙ୍କୁ କହିଲେ, ଗୋଟେ କଥା ମନେରଖିବ। ମୋ ପିଲାକୁ ଜମାରୁ ପିଟିବ ନାହିଁ। ଶିକ୍ଷୟିତ୍ରୀ- ହଉ ଏକଥା ମନେ ରଖିବି। କିନ୍ତୁ ସେ ଯଦି ଦୁଷ୍ଟ ହୁଏ, ତା’ହେଲେ କ’ଣ କରିବି? ଟିକିଏ ଚିନ୍ତା କରି ଉତ୍‌ଫୁଲ୍ଲିତ ମହିଳା ଜଣଙ୍କ କହିଲେ- ଆପଣ ତା’ ପାଖରେ ବସିଥିବା ପିଲାଟିକୁ ପାହାରେ ଦେବେ। ମୋ ପୁଅ ସତର୍କ ହୋଇଯିବ।

author-image
Biswobandita Swain
ଅଦ୍ୟତନ ହୋଇଛି
ଶିକ୍ଷୟିତ୍ରୀଙ୍କ ଅକଲ ଗୁଡୁମ୍‌

hasakatha

ଟିକି ପୁଅକୁ ବିଦ୍ୟାଳୟରେ ଭର୍ତ୍ତି କଲାବେଳେ ଜଣେ ମହିଳା  ଶିକ୍ଷୟିତ୍ରୀଙ୍କୁ କହିଲେ, ଗୋଟେ କଥା ମନେରଖିବ। ମୋ ପିଲାକୁ ଜମାରୁ ପିଟିବ ନାହିଁ।

Advertisment

ଶିକ୍ଷୟିତ୍ରୀ- ହଉ ଏକଥା ମନେ ରଖିବି। କିନ୍ତୁ ସେ ଯଦି ଦୁଷ୍ଟ ହୁଏ, ତା’ହେଲେ କ’ଣ କରିବି?

ଟିକିଏ ଚିନ୍ତା କରି ଉତ୍‌ଫୁଲ୍ଲିତ ମହିଳା ଜଣଙ୍କ କହିଲେ- ଆପଣ ତା’ ପାଖରେ ବସିଥିବା ପିଲାଟିକୁ ପାହାରେ ଦେବେ। ମୋ ପୁଅ ସତର୍କ ହୋଇଯିବ।

Advertisment