ପଡିଯାଇଥିଲି ଏବଂ ମତେ ଲାଗିଯାଇଥିଲା

ଶିକ୍ଷକ- ପପୁ ତୁ କାଲି କାହିଁକି ସ୍କୁଲ୍‌ ଆସିନଥିଲୁ?

ପପୁ- ମୁଁ ପଡିଯାଇଥିଲି ଏବଂ ମତେ ଲାଗିଯାଇଥିଲା।

ଶିକ୍ଷକ- କେଉଁଠି ପଡିଥିଲୁ?

ପପୁ- ଖଟରେ ପଡିଥିଲି ଆଉ ମୋ ଆଖି ଲାଗିଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।